Odisha Capital News
ଓଡ଼ିଶା 

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ସଂକ୍ରମିତ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ସଂକ୍ରମିତ ଭୁବନେଶ୍ୱର :ଜୁନ ୧୫: ରାଜ୍ୟରେ କାରୋନା ଆକ୍ରାନ୍ତ ସଂଖ୍ୟା ପ୍ରାୟ ପ୍ରତିଦିନ ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱରରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ ୍ୱାରେଣ୍ଟିନରେ ଥିଲେ । ଅନ୍ୟ ୨ଟି ଲୋକାଲ କେସ୍‌ ରହିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି […]
Read More...

Advertisement