Odisha Bus Service
ଓଡ଼ିଶା 

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌

ମୋ ବସରେ କ୍ୟୁଆର ‌କୋଡ୍‌ରେ ଟିକେଟ୍‌ ଭୁବନେଶ୍ୱର: ଜୁନ ୧୦: ମୋ ବସରେ କ୍ୟାସଲେସ୍‌ ଟିକେଟ୍‌ ଆରମ୍ବ ହୋଇଛି। କୋରୋନା ସଂକ୍ରମଣ ରୋକିବାରେ ଏହା ସହାୟକ ହେବ । ନୋଟ୍‌ ଏବଂ ଖୁଚୁରାର ବ୍ୟବହାରକୁ କମ୍‌ କରିବା ଯୋଗୁ ଯାତ୍ରୀ ଏବଂ ଗାଇଡ୍‌ମାନେ ନିଜକୁ ସୁରକ୍ଷିତ ରଖିପାରିବେ । ବର୍ତ୍ତମାନ ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ ହେବ । କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କୁ୍ୟଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ମୋ ବସରେ ମୋବାଇଲ୍‌ ଆପ୍‌ […]
Read More...
ଓଡ଼ିଶା 

ଆଜିଠୁ କଟକ-ଭୁବନେଶ୍ୱରକୁ ବସ୍:‌ ଦୁଇ ଗୁଣା ଭଡ଼ା ଦେବେ ଯାତ୍ରୀ

ଆଜିଠୁ କଟକ-ଭୁବନେଶ୍ୱରକୁ ବସ୍:‌ ଦୁଇ ଗୁଣା ଭଡ଼ା ଦେବେ ଯାତ୍ରୀ Edited by Papu Mohanty: ଭୁବନେଶ୍ୱର : May 12: ରାଜ୍ୟର ଗ୍ରୀନ ଜୋନରେ ଚାଲିବ ବସ୍‌ । ବସ୍‌ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଲାଇବା କ୍ଷତି ହେବ ବୋଲି ସଙ୍ଘ ଦାବି ରଖିଥିଲା । ମାତ୍ର ଏବେ ଗାଡି ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି(ବୁଧବାର)ଠାରୁ କଟକ-ଭୁବନେଶ୍ୱରରେ ଚାଲିବ ବସ୍‌ । ସରକାରୀ କର୍ମଚାରୀଙ୍କ […]
Read More...

Advertisement