Odisha BJP
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପ୍ରଚାର ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା
Published On
By Samaya Live
ଝାରସୁଗୁଡ଼ା : ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି ଆନୁଷ୍ଠାନିକ ଭାବରେ ବିଜେପି ବିଧାୟକ ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପ୍ରଚାର ଆରମ୍ଭ କରିଛନ୍ତି । ରାଧାରାଣୀ ପଣ୍ଡା ଲଖନପୁର ବ୍ଲକସ୍ଥିତ ନିଜ ଗାଁ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ କରି ପ୍ରଥମେ ଧୂଲୁଣ୍ଡା ଗ୍ରାମର କୂଳଦେବୀ ଓ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ସମର୍ଥକ ମାନଙ୍କ ସହ […]
ବିଜେପିରେ ମିଶିଲେ ମନ୍ତ୍ରୀ ସଞ୍ଜୀବ ସାହୁ
Published On
By Samaya Live
ଭୁବନେଶ୍ୱର: ନଭେ ମ୍ୱର ୧୯: ନିକଟରେ ବିଜେଡ଼ି ଦଳ ଛାଡ଼ିଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଆଜି ବିଜେପିରେ ମିଶିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ମିଶ୍ରଣ କାର୍ଯ୍ୟକ୍ରମରେ ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ସେହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତ ଥିଲେ । ସୂଚନା ଥାଉଯେ, ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ପ୍ରାର୍ଥୀ କରି ନଥିଲା । ତା’ଛଡ଼ା ଲଗାତାର ଦଳରେ […]
ମହିଳାଙ୍କୁ ସମାନ ସୁଯୋଗ ଦେବା ଓ ସଶକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ମୂଳ ସ୍ତମ୍ଭ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୧୮: ସମାଜ ରେ ଯେ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ୱ ନେବାର ଅଧିକାର ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତିକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ । ଦଳର ପରିବର୍ଦ୍ଧିତ ରୂପ ଦେବା ତଥା ଦଳର ସ୍ଥିତିକୁ ଆଗକୁ ନେବା ଏବଂ ସଂଗଠନକୁ ମଜବୁତ୍ କରିବାରେ ମହିଳା ମୋର୍ଚ୍ଚାର ଭୂମିକା, ସଂଘର୍ଷ, ପରିଶ୍ରମର ଯୋଗଦାନ ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ମହିଳା ଭୋଟରଙ୍କର ବଡ ଯୋଗଦାନ […]
ଭର୍ଚୁଆଲ୍ ରାଲିରେ ଶାହାଙ୍କ ଉଦବୋଧନ; ଓଡିଶା ହେବ ବିଜେପିର ଅଭେଦ୍ୟ ଗଡ
Published On
By Samaya Live
ଭୁବନେଶ୍ୱର : ଜୁନ ୮: ଓଡିଶା ହେବ ବିଜେପିର ଅଭେଦ୍ୟଗଡ । ଏଠାରେ ସଙ୍ଗଠନକୁ ଅଧିକ ମଜଭୁତ କରିବାକୁ ପଡିବ ଓ ଏଥିପାଇଁ ସବୁ ବିଜେପି କାର୍ଯ୍ୟକର୍ତ୍ତା ଆଗେଇ ଆସନ୍ତୁ ବୋଲି ଅହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦ୍ରରେ ବିଜେପି ସରକାରର ଦ୍ୱିତୀୟ ପାଳି ପ୍ରଥମ ବର୍ଷ ଅବସରରେ ଦଳ ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ସଙ୍ଗଠନ ହେଉଛି ବିଜେପିର ପ୍ରାଣ ।ଏବେ ସେବା ହିଁ […]
ମୋଦିସରକାର : ଦ୍ୱିତୀୟ ପାଳିର ପ୍ରଥମ ବର୍ଷ: ହିସାବ ଦେବେ ଶାହା
Published On
By Samaya Live
ଭୁନେଶ୍ୱର : ଜୁନ ୭:କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରଯାଇଥିବା ଜନତା ସମ୍ବାଦ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କରୋନା ସଂକ୍ରମଣ ଯୋଗୁଁ ଡିଜିଟାଲ ପ୍ଲାଟଫର୍ମ (ଭିଡିଓ କନ୍ଫରେନ୍୍ସିଂ) ଜରିଆରେ ଶ୍ରୀ ଶାହା ଦେଶବାସୀଙ୍କୁ ଉଦ୍ବୋଧନ ଦେବେ । ଗତ ନିର୍ବାଚନ ସମୟରେ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ କେନ୍ଦ୍ରସରକାର କେତେଦୁର ପାଳନ କରିଛନ୍ତି ତାର ହିସାବ କିତାବ ଦେବେ । […]
ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ସାମ୍ବାଦିକ ସମ୍ମିଳନୀ; ଓଡିଆଙ୍କ ବିକାଶ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ
Published On
By Samaya Live
ଭୁବନେଶ୍ୱର : ଜୁନ ୦୧:ଓଡ଼ିଶାର ବିକାଶ ଓ ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୁରଣ ହୋଇଛି । ଏହି ଗୋଟିଏ ବର୍ଷରେ ମୋଦି ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଓଡିଶାର […]

