Odisha bans Bol Bom
ଓଡ଼ିଶା 

ବୋଲବମ୍‌ ଉପରେ ବ୍ରେକ୍; ଶୈବପୀଠରେ ହେବନି ଜଳାଭିଷେକ

ବୋଲବମ୍‌ ଉପରେ ବ୍ରେକ୍; ଶୈବପୀଠରେ ହେବନି ଜଳାଭିଷେକ ଭୁବନେଶ୍ୱର : ଜୁଲାଇ ୪:କୋଭିଡ ମହାମାରୀ ପାଇଁ ଚଳିତ ବର୍ଷ ବୋଲବୋମ୍‌ ଉପରେ କଟକଣା ଜାରି କରିଛନ୍ତି ସରକାର । ଫଳରେ କାଉଡ଼ିଆମାନେ ଆଉ ମନ୍ଦିରରେ ଜଳାଭିଷେକ କରିପାରିବେ ନାହିଁ କି କଟକ-ଭୁବନେଶ୍ୱର ରାସ୍ତାରେ ଆଉ କାଉଡିଆଙ୍କ କୋଳାହଳ ଦେଖିବାକୁ ମିଳିବନି । ସଂକ୍ରମଣ ଭୟ ଭିତରେ କାଉଡ଼ିଆଙ୍କ ଭିଡ଼ ଆଡ଼େଇବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । […]
Read More...

Advertisement