Odisha Assembly Winter Session
ଓଡ଼ିଶା 

ଆସନ୍ତା ୨୪ରେ ବିଧାନସଭା ଶୀତ ଅଧିବେଶନ

ଆସନ୍ତା ୨୪ରେ ବିଧାନସଭା ଶୀତ ଅଧିବେଶନ ଭୁବନେଶ୍ୱର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।
Read More...
ଓଡ଼ିଶା 

ଡିସେମ୍ବର ପହିଲାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇଲେ ପୁଲିସ ଡିଜି

ଡିସେମ୍ବର ପହିଲାରୁ ଆରମ୍ଭ ବିଧାନସଭାର ଶୀତ ଅଧିବେଶନ: ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢ଼ାଇଲେ ପୁଲିସ ଡିଜି ଭୁବନେଶ୍ୱର: ନଭେମ୍ବର ୩୦: ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେଶନ । ଏଥିପାଇଁ ଆଜିଠାରୁ ପୁଲିସ ଡିଜି ଅଭୟ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ୍‌ ଓ ଡିସିପିଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ସକାଳ ପ୍ରାୟ ୧୦ଟାରେ ପୁଲିସ କମିସନର ସୌମେନ୍ଦ୍ର କମିସନରେଟ୍‌ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହି ସୁରକ୍ଷା ବ୍ୟବସ୍ଥାରେ […]
Read More...

Advertisement