Odisha’s Sruti Mohapatra
ଓଡ଼ିଶା 

ନାରୀଶକ୍ତି ପୁରସ୍କାର ପାଇବେ ଓଡିଆ ଝିଅ

ନାରୀଶକ୍ତି ପୁରସ୍କାର ପାଇବେ ଓଡିଆ ଝିଅ ଭୁବନେଶ୍ୱର: ମାର୍ଚ୍ଚ ୦୮: ୧୯୭୭ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଅବସରରେ ନାରୀ ଶକ୍ତି ପୁରସ୍କାର ପାଇବେ ଓଡ଼ିଶାର ଶ୍ରୁତି ମହାପାତ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କୁ ସମ୍ମାନିତ କରିବେ। ଶ୍ରୁତିଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ୨୯ ଜଣ ମହିଳା ଏଥିରେ ପୁରସ୍କୃତ ହେବେ । ୨୦୨୦ ଏବଂ ୨୦୨୧ ବର୍ଷ ଲାଗି ଦେଶର ନାରୀଶକ୍ତି […]
Read More...

Advertisement