odiaha covid news
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୨,୦୩୯ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୨,୦୩୯ ସୁସ୍ଥ ଭୁବନେଶ୍ୱର: ଜୁଲାଇ ୩୦: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୫ ହଜାର ୮୬୮ ଜଣ ସ୍ୱାବ୍‌ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୧ ହଜାର ୫୫୮ ଜଣ ନୂଆ କରୋନ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିଇନ୍‌ରୁ ୯୦୪ ଜଣ ରୋଗୀ ଥିବା ବେଳେ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ୬୫୪ ରହିଛି । ୨୪ ଘଣ୍ଟାରେ ୨ ହଜାର ୩୯ ଜଣ କରୋନରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ […]
Read More...

Advertisement