odiah news
ଜିଲ୍ଲା 

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବୌଦ୍ଧ,ଅକ୍‌ଟୋବର ୨୨ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟନ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବୌଦ୍ଧଜିଲ୍ଲା ମହିଳା କଂଗ୍ରେସ । ଦଳ ପକ୍ଷରୁ ଆଜି ଜିଲ୍ଲା ସଭାନେତ୍ରୀ କବିତା ମହାକୁଳଙ୍କ ନେତୃତରେ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମନ୍ତ୍ରୀଙ୍କ ବହିସ୍କାର ଦାବି […]
Read More...
ଜିଲ୍ଲା 

ଧଳା ଜହର କବଳରେ ରାଉରକେଲା

ଧଳା ଜହର କବଳରେ ରାଉରକେଲା ରାଉରକେଲା : ରାଉରକେଲା ସ୍ମାର୍ଟସିଟିକୁ କବଳିତ କରୁଛି ଧଳା ଜହର । ଶିକ୍ଷିତ ବେକାର ଯୁବକ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଓ ଅନ୍ୟମାନେ କବଳିତ । ମାଲାମାଲ୍‌ ହେଉଛନ୍ତି ବେପାରୀ । ତରିକା ବଦଳାଇ ଚାଲୁଛି ବେପାର । ଟେର୍‌ ପାଉ ନାହାନ୍ତି ପୁଲିସ । ରାଉରକେଲା ସହରର ନୂଆ ବସ୍‌ଷଫାଣ୍ଡ, ଷ୍ଟେସନ ଏରିଆ, ଡେଲିମାର୍କେଟ, ସିଭିଲଟାଉନସିପ୍‌ ଏରିଆ, ପାନପୋଷ ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଚୋରାରେ ଏସବୁ ନିଶା ସାମଗ୍ରୀ ବେଧଡକ ବିକ୍ରି ଚାଲିଛି । କେଉଁଠି […]
Read More...

Advertisement