odia-pilot-die-in-plane-crash
ଦେଶ- ବିଦେଶ  ଓଡ଼ିଶା 

ବିମାନ ଦୁର୍ଘଟଣାରେ ଓଡିଆ ପାଇଲଟ୍‌ ମୃତ

ବିମାନ ଦୁର୍ଘଟଣାରେ ଓଡିଆ ପାଇଲଟ୍‌ ମୃତ ଛତିଶଗଡ: ମଇ ୧୩: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ହେଲିକପଫର ଦୁର୍ଘଟଣା ।ଏକ ଟ୍ରେନିଂ ହେଲିକପଫର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍‌ ଦୁଇ ଜଣ ହେଲେ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡା ଏବଂ ଏ.ପି.ଶ୍ରୀବାସ୍ତବ । ରାୟପୁର ହେଲିକପcଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍‌ ଜଣକ ସମ୍ବଲପୁର ବାହାମ ଗାଁର ବୋଲି ଜଣାପଡ଼ିଛି । କାଲି ହେଲିକପଫର ଦୁର୍ଘଟଣାରେ ୨ ପାଇଲଟଙ୍କ […]
Read More...

Advertisement