odia feature news
Feature 

ଘରେ ବସି ଖାଆନ୍ତୁ ବିମାନ ଖାଦ୍ୟ

ଘରେ ବସି ଖାଆନ୍ତୁ ବିମାନ ଖାଦ୍ୟ ଦିଲ୍ଲୀ: ଅଗଷ୍ଟ ୫: କରୋନା ଗାଇଡ୍‌ ଲାଇନ୍‌ କାରଣରୁ ଅନେକ ଲୋକ ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି । ସେହିଭଳି ସମସ୍ତ ଏୟାର ଲାଇନ୍‌ଗୁଡିକ ମଧ୍ୟ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି । ଏହାକୁ ନଜରରେ ରଖି ଏୟାର ଲାଇନ୍‌ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି ଯେପରି, ବିନା ବିମାନଯାତ୍ରାରେ ଲୋକମାନେ ଏୟାର ଲାଇନ୍‌ ପକ୍ଷରୁ ଦିଆଯାଉଥିବା ଖାଦ୍ୟର ମଜା ପାଇପାରିବେ । ଫିନ୍‌ଲାଣ୍ଡର ଫିନ୍‌ ଏୟାର ଲାଇନ୍‌ ସବୁଠାରୁ ଲୋକପ୍ରିୟ ଏୟାରଲାଇନ୍‌ । ବର୍ତ୍ତମାନ ଏହି […]
Read More...

Advertisement