odia article
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସତ୍ସଙ୍ଗର ପ୍ରଭାବ
Published On
By Samaya Live
ସ୍ୱୟଂ ନିରାକାର ଆଜି ନରରୂପରେ ସଂସାରରେ ଅବତୀର୍ଣ୍ଣ । ସେ ଏହି ଧରାପୃଷ୍ଠକୁ ଆସିଛନ୍ତି ମନୁଷ୍ୟକୁ ମାୟା ରୂପକ ମରୀଚିକାରୁ ରକ୍ଷା କରିବା ନିମନ୍ତେ ଯେଉଁ ମାୟା ମନୁଷ୍ୟର ଦୃଷ୍ଟି ଏବଂ ବୁଦ୍ଧିକୁ କୁପଥଗାମୀ କରାଇଛି । ସଂଯମୀ ପୁରୁଷ ମୃତୁ୍ୟକୁ ମଧ୍ୟ ଜୟ କରିପାରେ । ସର୍ବଦା ଇନ୍ଦ୍ରିୟ ସଂଯମ ଆଚରଣ କରି ନିଜର ଦୁର୍ବାର ଆଶାଗୁଡ଼ିକ ନିୟନ୍ତ୍ରିତ କରିପାରିଲେ ମୃତୁ୍ୟକୁ ମଧ୍ୟ ଜୟ କରାଯାଇ ପାରିବ । ଯେତେବେଳେ ମନୁଷ୍ୟ ଏହା ପାଶୋରି ଯାଇ […]
ଓଡିଆ ପରମ୍ପରାରେ ପବିତ୍ର ମହାଳୟା
Published On
By Samaya Live
ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃପକ୍ଷ ଦିବସ ତଥା ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ପିତୃପର୍ବ କହାଯାଏ । ଚତୁର୍ଦଶୀ ପର୍ଯ୍ୟନ୍ତ ତର୍ପଣ କଲା ପରେ ଅମାବାସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବା ବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ପକ୍ଷରେ […]
ସୁନାପୁଅ ପ୍ରମୋଦ
Published On
By Samaya Live
ଟୋକିଓ ପାରାଲିମ୍ପିକ୍ସରେ ପଦାର୍ପଣ କରି,ସ୍ୱର୍ଣ୍ଣ ପଦକ ଜିତି, ଦେଶ ତଥା ରାଜ୍ୟ ପାଇଁ ଇତିହାସ ରଚିଛନ୍ତି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ । ସାରା ଦେଶ ଆଜି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ମସଗୁଲ । ଜନ୍ମମାଟି ଅତାବିରା ସମେତ ସାରା ଓଡ଼ିଶା ଆଜି ଉତ୍ସବମୁଖର ହୋଇ ଉଠିଛି । ପାରା ବିଶ୍ୱ ଚାମ୍ପିଅନସିପ,ଏସୀୟ କ୍ରୀଡ଼ା ପରେ ଶେଷରେ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ସାକାର କରିପାରିଛନ୍ତି ପ୍ରମୋଦ । ରାଜ୍ୟର ପ୍ରଥମ ପାରା କ୍ରୀଡ଼ାବିତ୍ […]
ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା
Published On
By Samaya Live
ଦେଖିବାକୁ ଅସୁନ୍ଦର ବୋଲି ଶାଗୁଣାକୁ ଅନେକ ନାପସନ୍ଦ କରନ୍ତି ସତ, କିନ୍ତୁ ତା’ର ଅନ୍ୟ ନାମ ହେଲା ପ୍ରକୃତିର ମେହେନ୍ତର । ସେମାନେ ଗାଁ ଓ ସହରରେ ମୃତୁ୍ୟବରଣ କରୁଥିବା ଗୃହପାଳିତ ଓ ବୁଲା ପଶୁମାନଙ୍କର ପଚା ମାଂସକୁ ଖାଇ ସଫା କରିଦଅନ୍ତିି । ମୃତ ଜୀବକୁ ଖାଇବା ପରେ ପୁଣି ନୂତନ ଆହାର ସନ୍ଧାନରେ ସେମାନେ ଦୂରକୁ ଉଡିଯାଆନ୍ତି । ପଚା ଶବ ଖାଉଥିବା ଯୋଗୁଁ ସେମାନେ ଆମ ପରିବେଶକୁ ଉତ୍କଟ ଦୁର୍ଗନ୍ଧରୁ ରକ୍ଷା କରନ୍ତି […]
ଗୁରୁ ଦିବସ
Published On
By Samaya Live
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଭାରତୀୟ ପରମ୍ପରା ରେ ’ଗୁରୁ’ ଏକ ପବିତ୍ର ଶବ୍ଦଛ ଗୁରୁ…..ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିପାରୁ । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ […]
ଗଣେଶଂ ରଣେଶଂ ଗୁଣେଶଂ ଭଜାମଃ
Published On
By Samaya Live
ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ, ମଧ୍ୟାହ୍ନ କାଳ, ସୋମବାର ଓ ସ୍ୱାତୀ ନକ୍ଷତ୍ର ଯୋଗରେ ତୁଳା ରାଶିରେ, ମହାମହିମାମୟ କୁନ୍ଦଧବଳ, ତ୍ରିନୟନ ଶ୍ରୀଗଣେଶ ହରପାର୍ବତୀଙ୍କ ପୁତ୍ର, ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ଦେବତା ରୂପେ ପ୍ରକଟ ହୋଇଥିଲେ । ପୂର୍ବ କାଳରେ ସ୍ୱୟଂ ମହାଦେବ ଗଣେଶଙ୍କୁ ପୂଜା କରି ତ୍ରିପୁରାସୁରକୁ ବଧ କରିଥିଲେ । ଇନ୍ଦ୍ର ଏହି ପୂଜା ବଳରେ ବୃତ୍ତ୍ରାସୁରକୁ ବଧ କରି ପାରିଥିଲେ, ଅହଲ୍ୟା ନିଜର ସ୍ୱାମୀଙ୍କୁ ଫେରି ପାଇଥିଲେ, ଦମୟନ୍ତୀ ନଳଙ୍କୁ, […]

