OATH TAKING
ଦେଶ- ବିଦେଶ 

ସୁପ୍ରିମକୋର୍ଟ ର ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ,ଶପଥ ପାଠ କରାଇଲେ ମହାମହିମ ରାଷ୍ଟ୍ରପତି

ସୁପ୍ରିମକୋର୍ଟ ର  ନୂଆ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ,ଶପଥ ପାଠ କରାଇଲେ ମହାମହିମ ରାଷ୍ଟ୍ରପତି ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ସକାଳ ୧୦.୩୦ ସମୟରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ସିଜେଆଇ ଭାବେ ଜଷ୍ଟିସ୍ ଲଳିତଙ୍କର କାର୍ଯ୍ୟକାଳ ମାତ୍ର ୭୪ ଦିନ ରହିବ । ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ । ଜଷ୍ଟିସ ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ପ୍ରଧାନ ବିଚାରପତି ଯିଏ […]
Read More...

Advertisement