OAS officer arrested
ଓଡ଼ିଶା 

ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆୟୁଷ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ମହିଳା ଥାନା

ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଆୟୁଷ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ମହିଳା ଥାନା ଭୁବନେଶ୍ୱର : ଜୁଲାଇ ୧୦: ଶେଷରେ ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ । ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରିଛି ମହିଳା ଥାନା । ଆୟୁଷ ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଏହାକୁ ଅସ୍ୱୀକାର କରି ବିଭୁପ୍ରସାଦ ପାଲଟା ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୁକ୍ତ ଓଏଏସ୍‌ ଅଧିକାରୀଙ୍କୁ କମିଶନରେଟ୍‌ ପୁଲିସ ହାଜର ହେବାକୁ ନୋଟିସ୍‌ କରିଥିଲା । ହେଲେ ସେ […]
Read More...

Advertisement