Nurses of Cancer Hospital
ଓଡ଼ିଶା 

କଟକ କରୋନା ଆତଙ୍କ; ୨ ନର୍ସଙ୍କୁ ପଜିଟିଭ୍‌

କଟକ କରୋନା ଆତଙ୍କ; ୨ ନର୍ସଙ୍କୁ ପଜିଟିଭ୍‌ କଟକ : ଜୁନ ୨୮:କଟକରେ ବ୍ୟାପୁଛି କରୋନା । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ ହେବା ପରେ ଏହାପରେ ଏବେ ଚିନ୍ତା ବଢ଼ାଇଛି ଜିଲ୍ଲା ପ୍ରଶାସନର । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସଙ୍କ ଠାରେ ପଜେଟିଭ୍‌ ମିଳିଛି । ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ୨ ନର୍ସ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି । ହସ୍ପିଟାଲର ୫୨ […]
Read More...

Advertisement