Nrusingha Janma Niti
ଓଡ଼ିଶା 

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ନୃସିଂହ ଜନ୍ମନୀତି ପୁରୀ(ସବୁ୍ୟ): 07/05: ପାରମ୍ପରିକ ବିଧିବିଧାନ ଅନୁଯାୟୀ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ସଂପନ୍ନ ହୋଇଛି । ବୁଧବାର ଯାତଭୋଗ ଶେଷ ହେବାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ଚନ୍ଦନ ଯାତ୍ରା ପାଇଁ ବିମାନ ଓ ପାଲିଙ୍କିରେ ବିଜେ କରିଥିଲେ । ପରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଉଠିଥିଲା । ମନ୍ଦିର ଭିତରେ ଚାପ ଖେଳ ସାରି ଦିଅଁ ଫେରିବା ପରେ ପାଳିଆ ପୂଜାପଣ୍ଡା ଘଣ୍ଟ, ଛତା, କାହାଳୀ […]
Read More...

Advertisement