now cm will choose the vc
ରାଜନୀତି  ଦେଶ- ବିଦେଶ 

ଏଥର କୁଳାଧିପତି ବାଛିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଏଥର କୁଳାଧିପତି ବାଛିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ: ମଇ ୨୭: ପଶ୍ଚିମବଙ୍ଗରେ ଲାଗୁ ହେଲା ନୂଆ ନିୟମ । ଏଣିକି ରାଜ୍ୟପାଳଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପାରିତ ହୋଇଛି । ରାଜ୍ୟ ଶିକ୍ଷାମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ କ୍ୟାବିନେଟରେ ବିଲ୍‌ ପାସ୍‌ ହୋଇଛି । ପରବର୍ତ୍ତୀ ସମୟରେ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ । ସୂଚନା ଅନୁସାରେ, ପଶ୍ଚିମବଙ୍ଗ […]
Read More...

Advertisement