Novak Djokovic
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ୟୁଏସ୍ ଓପନ୍ ପ୍ରବେଶ ତାଲିକା: ସେରେନା, ଜୋକୋଭିକ ସାମିଲ
Published On
By Samaya Live
ନୁ୍ୟୟର୍କ : ଅଗଷ୍ଟ ୨୯ରୁ ସେପେଫମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଚଳିତବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍ ପ୍ରତିଯୋଗିତା ୟୁଏସ୍ ଓପନର ବୁଧବାର ପ୍ରକାଶିତ ପ୍ରବେଶ ତାଲିକାରେ ଆମେରିକୀୟ ମହିଳା ସେରେନା ୱିଲିୟମ୍ସ ଏବଂ ଶୀର୍ଷ ମାନ୍ୟତାପ୍ରାପ୍ତ ପୁରୁଷ ଖେଳାଳି ନୋଭାକ ଜୋକୋଭିକ୍ ରହିଛନ୍ତି । ଗୋଟିଏ ବର୍ଷର ବ୍ୟବଧାନ ପରେ ଗତ ମାସରେ ସେରେନା ପ୍ରତିଯୋଗିତାମୂଳକ ଟେନିସକୁ ଫେରିଥିଲେ । ହେଲେ ଏହି ୨୩ ଗ୍ରାଣ୍ଡସ୍ଲାମ୍ ବିଜୟିନୀ ୱିମ୍ବଲଡନ ପ୍ରଥମ ରାଉଣ୍ଡରୁ ବିଦାୟ […]
ଫ୍ରେଞ୍ଚ ଓପନ: ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ
Published On
By Samaya Live
ଜୋକୋଭିକଙ୍କୁ ହରାଇ ସେମିରେ ନାଡ଼ାଲ ପ୍ୟାରିସ : ବିଶ୍ୱର ଖ୍ୟାତନାମା ପୁରୁଷ ଟେନିସ୍ ଖେଳାଳି ରାଫେଲ ନାଡ଼ାଲ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୁଧବାର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ୱାର୍ଟରଫାଇନାଲରେ ୧୩ଥର ଫ୍ରେଞ୍ଚ ଓପନ ବିଜେତା ନାଡ଼ାଲ ୪ ସେଟ୍ ବିଶିଷ୍ଟ ମ୍ୟାଚ୍ରେ ନୋଭାକ୍ ଜୋକୋଭିକ୍ଙ୍କୁ ଧରାଶାୟୀ କରିଥିଲେ । ଏହି ମ୍ୟାଚରେ ନାଡ଼ାଲ ୬-୨, ୪-୬, ୬-୨, ୭-୬ ସେଟ୍ରେ ବିଜୟୀ ହୋଇଛନ୍ତି । ମ୍ୟାଚ୍ ଜିତିବା […]
ଫ୍ରେଞ୍ଚ ଓପନ୍ ଟେନିସ: କ୍ୱାର୍ଟରରେ ଜୋକୋଭିକ, ଅଣମାନ୍ୟତାପ୍ରାପ୍ତ ଟ୍ରେଭିସାନ
Published On
By Samaya Live
ପ୍ୟାରିସ: ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲ୍ ସ୍ଥାନ ପMା କରିଛନ୍ତି । ରବିବାର ପ୍ରିକ୍ୱାର୍ଟର ଫାଇନାଲରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସର୍ବିଆ ତାରକା ଜୋକୋଭିକ ୬-୧, ୬-୩, ୬-୩ ସେଟରେ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ହରାଇଥିଲେ । ଆଲେକଜାଣ୍ଡର ଭେରଭ ଓ ରାଫେଲ ନାଦାଲ ମଧ୍ୟ କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି । ଭେରେଭ ୭-୬, ୭-୫, ୬-୩ ସେଟରେ ବର୍ଣ୍ଣାବେ ଜାପଟା ମିରାଲେସଙ୍କୁ ଏବଂ ନଦାଲ ୩-୬, ୬-୩, […]
ଅଷ୍ଟ୍ରେଲିଆ ଖେଳଳୀଙ୍କ ଭିସା ବାତିଲ କଲେ ସରକାର
Published On
By Samaya Live
ଅଷ୍ଟ୍ରେଲିଆ: ଜାନୁଆରୀ ୧୪: କୋଭିଡ -୧୯ ଟିକ। ବିନ। ଦେଶରେ ପହଞ୍ଚିବ। ପରେ ଟେନିସ ସୁପରଷ୍ଟ।ରଙ୍କୁ ଦେଶରୁ ବିତ।ଡିତ କରିବା ସହ ଅଷ୍ଟ୍ରେଲିଆ ସରକ।ର ଶୁକ୍ରବ।ର ଦ୍ୱିତୀୟ ଥର ପ।ଇଁ ନୋଭ।କ ଜୋକୋଭିକଙ୍କ ଭିସ। ବ।ତିଲ କରିଛନ୍ତି। ଇମିଗ୍ରେସନ ମନ୍ତ୍ରୀ ଆଲେକ୍ସ ହକେ କହିଛନ୍ତି ଯେ ଏହ। କରିବ। ଜନସ।ଧ।ରଣଙ୍କ ହିତରେ । ହକେ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧ।ନମନ୍ତ୍ରୀ ସ୍କଟ ମୋରିସନ ସରକ।ର ଅଷ୍ଟ୍ରେଲିଆର ସୀମ। ରକ୍ଷ। କରିବ।କୁ ଦୃଢ ଭ।ବରେ ପ୍ରତିଶ୍ରୁତିବଦ୍ଧ, ବିଶେଷ […]

