North Korea Bans Leather Coats
ବିଶ୍ବ 

ଉତ୍ତର କୋରିଆରେ ଲେଦର ଜ୍ୟାକେଟ୍‌ ମନା

ଉତ୍ତର କୋରିଆରେ ଲେଦର ଜ୍ୟାକେଟ୍‌ ମନା ଉତ୍ତର କୋରିଆ : ନଭେମ୍ବର ୨୭: ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ, ଉତ୍ତର କୋରିଆ ସର୍ବଦା ଅଜବ ନିୟମ ଏବଂ ଆଇନକୁ ନେଇ ଚର୍ଚ୍ଚାରେ ରହିଥାଏ । ଏହି କ୍ରମରେ ଉତ୍ତର କୋରିଆ ଆଉ ଏକ ନୂଆ ନିୟମ ଲାଗୁ କରିଛି । ଯାହାକୁ ନେଇ ପୁଣି ଥରେ ସମଗ୍ର ବିଶ୍ୱରେ ଆଲୋଚନା କରାଯାଉଛି । ଉତ୍ତର କୋରିଆ ଲୋକଙ୍କୁ ଚମଡ଼ା ଜ୍ୟାକେଟ୍‌ ପିନ୍ଧିବାକୁ ବାରଣ କରାଯାଇଛି । ନିୟମ ଅନୁଯାୟୀ ଆଉ ଏହି ଦେଶରେ […]
Read More...

Advertisement