no development work will happen in surrounding of abhayaranya
ଓଡ଼ିଶା 

ଅଭୟାରଣ୍ୟର ଏକ କିମି ଯାଏ ହବନି କୌଣସି ଖନନ

ଅଭୟାରଣ୍ୟର ଏକ କିମି ଯାଏ ହବନି କୌଣସି ଖନନ ଭୁବନେଶ୍ୱର: ଜୁନ ୪: ସରକାରଙ୍କ ନୂଆ ନିୟମ । ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ । ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ, ଜଷ୍ଟିସ୍‌ ବିଆର୍‌ ଗବାଇ ଓ ଜଷ୍ଟିସ୍‌ ଅନିରୁଦ୍ଧ ବୋଷ୍‌ ମାମଲାର ଶୁଣାଣି କରି କହିଛନ୍ତି […]
Read More...

Advertisement