Nitish Kumar ends alliance with BJP
ରାଜନୀତି  ଦେଶ- ବିଦେଶ 

ବିହାର ରାଜନୀତିରେ ହଟଚମଟ: ବିଜେପି ସହିତ ମେଣ୍ଟ ଭାଙ୍ଗିଲେ ନୀତିଶ କୁମାର

ବିହାର ରାଜନୀତିରେ ହଟଚମଟ: ବିଜେପି ସହିତ ମେଣ୍ଟ ଭାଙ୍ଗିଲେ ନୀତିଶ କୁମାର ପାଟନା: ବିହାର ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ଼ ରାଜନୈତିକ ଘଟଣା ଘଟିପାରେ ବୋଲି ଯାହା ଆଶା କରାଯାଉଥିଲା, ତାହା ଆଜି ସତ ହୋଇଛି । ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଜେଡିୟୁର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଜେଡିୟୁ ନିଜ […]
Read More...

Advertisement