nirmala sitaraman
ରାଜନୀତି 

ତୈଳଦରକୁ ନେଇ କାଦୁଅ ଫିଙ୍ଗା ରାଜନୀତି: ଚିନ୍ତାରେ ଜନତା

ତୈଳଦରକୁ ନେଇ କାଦୁଅ ଫିଙ୍ଗା ରାଜନୀତି: ଚିନ୍ତାରେ ଜନତା ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ଦେଶରେ ଏତେ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବାବେଳେ ଜନ ଅସନ୍ତୋଷ ବୃଦ୍ଧି ହେଉଛି। ମୂଲ୍ୟ ବୃଦ୍ଧିକୁ ନେଇ ଏଥର ବିରୋଧୀ ସଂସଦରେ ହଲାପଟା କରୁଥିବାର ନଜର ଆସିଛି। ଏଥିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ବିରୋଧୀଙ୍କ ମୁଣ଼୍ଡରେ ଦୋଷ ଲଦିଛନ୍ତି। ଏଥିଲାଗି ୮ ବର୍ଷ ପୂର୍ବର କେନ୍ଦ୍ରରେ ୟୁପିଏ […]
Read More...
ରାଜନୀତି 

ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ମୋଦିଙ୍କ ସମୀକ୍ଷା ବୈଠକ

ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ମୋଦିଙ୍କ ସମୀକ୍ଷା ବୈଠକ ନୂଆଦିଲ୍ଲୀ: ମାର୍ଚ୍ଚ ୧୪: ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଗତକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। କ୍ୟାବିନେଟ୍ ସଦସ୍ୟଙ୍କ ସହ ଯୁକ୍ରେନ୍ର ଯୁଦ୍ଧ ସ୍ଥିତି ଓ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି ମୋଦି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏଥିରେ ବୈଦେଶିକ ବ୍ୟାପାର ବିଭାଗ ସଚିବ ହର୍ଷବର୍ଦ୍ଧନ ସିଂଗଲା, ଏନ୍ଏସ୍ଏ ଅଜିତ ଡୋଭାଲ […]
Read More...

Advertisement