niom
ବିଶ୍ବ 

ସାଉଦି ଆରବରେ ହେବ ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା

ସାଉଦି ଆରବରେ ହେବ ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ନୂଆଦିଲ୍ଲୀ: ଜୁନ ୨: ସାଉଦି ଆରବ ବିଶ୍ୱର ସବର୍ବୃହତ କୋଠା ର୍ନିମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନିଓମ୍‌ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ । ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟ; ବ୍ୟାପିବ । ଏହି ଅଟ୍ଟାଳିକାଗୁଡ଼ିକରେ ଆବାସିକ, ରିଟେଲ […]
Read More...

Advertisement