Nimapada tahasil
ଜିଲ୍ଲା 

ନିମାପଡ଼ା ତହସିଲଙ୍କ ଘରେ ଭିଜିଲାନ୍‌ସ

ନିମାପଡ଼ା ତହସିଲଙ୍କ ଘରେ ଭିଜିଲାନ୍‌ସ ନିମାପଡ଼ା: ନଭେମ୍ବର ୦୨: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍‌ସ ନିମାପଡ଼ା ତହସିଲଦାର ତଥା ସବ୍‌ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସ୍‌ପି, ୨ ଜଣ ଇନ୍‌ସ୍ପେକଫର ଏବଂ ଅନ୍ୟ କର୍ମଚାରୀମାନେ ଚଢ଼ାଉ ଟିମ୍‌ରେ ସାମିଲ ରହିଛନ୍ତି । ତେବେ ତସହିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ସମୟରେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । […]
Read More...

Advertisement