Niali News
ଓଡ଼ିଶା 

ନିଆଳି ବିଧାୟକଙ୍କ ଅସ୍ଥାୟୀ କୋରନା କେନ୍ଦ୍ର ପରିଦର୍ଶନ

ନିଆଳି ବିଧାୟକଙ୍କ ଅସ୍ଥାୟୀ କୋରନା କେନ୍ଦ୍ର ପରିଦର୍ଶନ Reported by Lalit Kumar Dash               Edited by Papu Mohanty ଫୁଲନଖରା:-May 15: ମହାମାରୀ କୋରୋନା କବଳରୁ ରାଜ୍ୟ କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଜନହିତକର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ ପ୍ରବାସୀ ଓଡିଆ ମାନଙ୍କୁ ନିଜ ନିଜ ଅଞ୍ଚଳ କୁ ଫେରାଇଆଣି ସଂଘରୋଧ ରେ ରଖି ସୁସ୍ଥ ଭାବରେ ଘରକୁ ଫେରାଇବା ପାଇଁଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି। ଏହି […]
Read More...

Advertisement