News on COVID
ଦେଶ- ବିଦେଶ 

ଦେଶରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୫୮୭ ଜଣଙ୍କ ମୃତ୍ୟୁ

ଦେଶରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୫୮୭ ଜଣଙ୍କ ମୃତ୍ୟୁ ଭୁବନେଶ୍ୱର: ଜୁଲାଇ ୨୧: ଭାରତରେ ୨୪ ଘଂଟାରେ ୩୭,୧୪୮ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୫୮୭ ଜଣଙ୍କର ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୫,୧୯୧ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୮,୦୮୪ ରେ ପହଂଚିଛି I ଏ ପର୍ଯ୍ୟନ୍ତ ୭,୨୪,୫୭୭ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି ଏବଂ ୪,୦୨,୫୨୯ ଜଣ ଚିକିତ୍ସାଧୀନ ଅଛନ୍ତି […]
Read More...

Advertisement