New York
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଗୁଆଟେମାଲାର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଓଡ଼ିଆ ଆଇଏଫଏସ ଅଧିକାରୀ
Published On
By Samaya Live
ନୂଆଦିଲ୍ଲୀ : ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର କେନ୍ଦ୍ରୀୟ ଆମେରିକୀୟ ଦେଶ ଗୁଆଟେମାଲାର ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି । ସେ ଖୁବଶୀଘ୍ର କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେ ପୂର୍ବରୁ ବାଣିଜ୍ୟ ମନ୍ତ୍ରାଳୟ, ୱାସିଂଟନରେ ଥିବା ଭାରତୀୟ ଦୂତାବାସ ଓ ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟରେ ଡେପୁଟି କନସୁଲ ଜେନେରାଲ ଭାବେ ଅବସ୍ଥାପିତ ଥିଲେ ।
କ୍ଲାଇମେଟ୍ ୱାରିଅର ଅଭିନେତ୍ରୀ ଭୂମି
Published On
By Samaya Live
ମୁମ୍ବାଇ: ସେପ୍ଟମ୍ବର ୨୧: ଦେଶରେ ଜଳବାୟୁ ସଂରକ୍ଷଣ ଉପରେ ଲଗାତର ବିଭିନ୍ନ ସାମାଜିକ ମଞ୍ଚରେ ନିଜର ମନ୍ତବ୍ୟ ରଖିଥାନ୍ତି ଅଭିନେତ୍ରୀ ଭୂମି ପେଡନେକର । ତେବେ ଏହି ପ୍ରସଙ୍ଗରେ ସେ ଏବେ ପାଦେ ଆଗକୁ ବଢ଼ିଛନ୍ତି । ଜଳବାୟୁ ପରିବର୍ତ୍ତନ ଏବଂ ସଂରକ୍ଷଣ ଉପରେ ନିଜର ମନ୍ତବ୍ୟ ରଖିବା ପାଇଁ କ୍ଲାଇମେଟ୍ ୱାରିଅର ଭୂମିଙ୍କୁ ନୁ୍ୟୟର୍କରୁ ନିମନ୍ତ୍ରଣ ଆସିଛି । ଚଳିତ ସପ୍ତାହରେ ନୁ୍ୟୟର୍କରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ‘କ୍ଲାଇମେଟ୍ ୱିକ୍-୨୦୨୧’ରେ ସେ ଯୋଗଦେବାକୁ ଯାଉଛନ୍ତି […]

