New Recoveries corona case
ଓଡ଼ିଶା 

୨୪ ଘଣ୍ଟାରେ ରାଜ୍ୟରେ ୪୪୧ କରୋନା ସଂକ୍ରମିତ ଓ ୬୦୩ ସୁସ୍ଥ

୨୪ ଘଣ୍ଟାରେ ରାଜ୍ୟରେ ୪୪୧ କରୋନା ସଂକ୍ରମିତ ଓ ୬୦୩ ସୁସ୍ଥ ଭୁବନେଶ୍ୱର: ଅକ୍‌ଟୋବର ୨୩ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯, ୪୧୪ ସ୍ୱାବ ଟେଷ୍ଟ ମଧ୍ୟରୁ ୪୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୫ ଜଣ ୧୮ ବର୍ଷ ବୟସରୁ କମ୍‌ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୫୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୮ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩୭ ହଜାର ୯୬୪ ଜଣ କରୋନାରେ […]
Read More...

Advertisement