new political strategy of prasant kishor
ରାଜନୀତି  ଦେଶ- ବିଦେଶ 

ପ୍ରଶାନ୍ତ କିଶୋରଙ୍କ ନୂଆ ରଣନୀତି

ପ୍ରଶାନ୍ତ କିଶୋରଙ୍କ ନୂଆ ରଣନୀତି ନୂଆଦିଲ୍ଲୀ: ମଇ ୦୨: କଂଗ୍ରେସ ସହ ମତାନ୍ତର କରି ନୂଆ ଦଳ ଗଢିବାକୁ ଯୋଜନା କରୁଛନ୍ତି ପ୍ରଶାନ୍ତ କିଶୋର । ଆଜି ସେ ଏକ ଟୁଇଟ ମାଧ୍ୟମରେ ଯାହା କହିଛନ୍ତି ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କଂଗ୍ରେସ ସହ ଆଲୋଚନା ସଫଳ ନହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ସେ ପରୋକ୍ଷରେ ସୂଚାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ ଜନ ସୁରଜର ପଥକୁ ଭଲ ଭାବରେ […]
Read More...

Advertisement