new Parliament building
ଦେଶ- ବିଦେଶ 

ଅଧାରେ ଅଟକିଛି ସଂସଦ ଭବନ

ଅଧାରେ ଅଟକିଛି ସଂସଦ ଭବନ ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଲଗାତର ଉଦ୍ୟମ ପରେ ମଧ୍ୟ ଚଳିତ ଥର ସଂସଦର ଶୀତ ଅଧିବେଶନ ନୂଆ ସଂସଦ ଭବନରେ ହେବାର ସମ୍ଭାବନା ନାହିଁ । ଲଗାତର ୨୪ ଘଣ୍ଟା କାମ ଜାରିରହିବା ପରେ ସଂସଦର ନିର୍ମାଣ କାମରେ ବିଳମ୍ବ ହୋଇଛି । ସୂଚନା ଅନୁସାରେ ନୂଆ ସଂସଦ ଭବନର ୱାଏରିଂ ଏବଂ ଦୃଶ୍ୟଶ୍ରାବ୍ୟ ସମ୍ବନ୍ଧୀୟ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ନୂଆ ସଂସଦ ଭବନରେ ଦୃଶ୍ୟଶ୍ରାବ୍ୟର ଅନେକ ଉପକରଣ ୟୁକ୍ରେନରୁ ଆସିବାର ଥିଲା […]
Read More...

Advertisement