new movie
ମନୋରଞ୍ଜନ 

ଏକା ସାଙ୍ଗରେ ପରଦାରେ ଆସିବେ ସଲମାନ୍‌ ଓ ସାହାରୁଖ୍‌

ଏକା ସାଙ୍ଗରେ ପରଦାରେ ଆସିବେ ସଲମାନ୍‌ ଓ ସାହାରୁଖ୍‌ ମୁମ୍ୱାଇ: ଜୁଲାଅ ୦୫: ବଲିଉଡର ଦୁଇ ସୁପରଷ୍ଟାର ସଲମାନ୍‌ ଖାନ୍‌ ଏବଂ ଶାହରୁଖ ଖାନଙ୍କ ନାଁରେ ବଲିଉଡ ଜଣାଶୁଣା କହିଲେ ଚଳେ । ଏହି ଦୁଇ ଅଭିନେତା ଏବେ ସେମାନଙ୍କ ଫ୍ୟାନ୍ସଙ୍କୁ ସର୍ପ୍ରାଇଜ୍‌ ଦେବାକୁ ଯାଉଛନ୍ତି । କାରଣ ଗୋଟିଏ ଫିଲ୍ମରେ ଦୁଇ ଅଭିନେତା ଅଭିନୟ କରିବାକୁ ଯାଉଛନ୍ତି । ଏହାର ନାମ ପଠାନ୍‌ ଆଣ୍ଡ୍‌ ଟାଇଗର୍‌ ୩ ରହିଛି । ମିଳିଥିବା ସୂଚନା ଅନୁସାରେ ସଲମାନ୍‌ ଏବଂ ଏସ୍‌ଆର୍କେଙ୍କ ଟିମ୍‌ ଆଦିତ୍ୟ ଚୋପ୍ରାଙ୍କ ଲିଖିତ ଚଳଚ୍ଚିତ୍ରରେ […]
Read More...

Advertisement