new minister has gone for jaga darshana
ରାଜନୀତି 

ଜଗା ଦର୍ଶନ କଲେ ନବୀନଙ୍କ ନୂଆ ମନ୍ତ୍ରୀଗଣ

ଜଗା ଦର୍ଶନ କଲେ ନବୀନଙ୍କ ନୂଆ ମନ୍ତ୍ରୀଗଣ ପୁରୀ: ଜୁନ ୬: ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ପରେ କିଛି ମନ୍ତ୍ରୀ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମନ୍ତ୍ରୀମାନଙ୍କ ଭିତରେ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ପ୍ରଫୁଲ୍ଲ ମଲିକ, ପ୍ରଦୀପ ଅମାତ, ରଜନୀକାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏକାଠି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାସହ ନିଜ ବିଭାଗ ସଠିକ ଭାବେ ପରିଚାଳନା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେପଟେ […]
Read More...

Advertisement