New covid cases
ଦେଶ- ବିଦେଶ 

ଦେଶରେ ୪୩,୬୫୪ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୪ ଘଂଟାରେ ୬୪୦ ଜଣ ମୃତ

ଦେଶରେ ୪୩,୬୫୪ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୪ ଘଂଟାରେ ୬୪୦ ଜଣ ମୃତ ଦିଲ୍ଲୀ: ଜୁଲାଇ ୨୮: ଦେଶରେ ୨୪ ଘଂଟାରେ ୪୩,୬୫୪ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୪୧,୬୭୮ ଜଣ ସୁସ୍ଥ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୮୪,୬୦୫ କୁ ବୃଦ୍ଧି ପାଇଥିବା ବେଳେ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୩,୦୬,୬୩,୧୪୭ ରେ ପହଂଚିଛି I ସେହି ଅନୁପାତ ରେ ସୁସ୍ଥତା ହାର ୯୭.୩୯ ପ୍ରତିଶତ କୁ ବୃଦ୍ଧି ପାଇଛି I ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ […]
Read More...
ଓଡ଼ିଶା 

ଓଡ଼ିଶାରେ ୨୪ ଘଂଟାରେ ୨,୯୯୩ ନୂଆ କରୋନା ପଜିଟିଭ କେଶ; ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନରେ ୬୦୬ କେଶ

ଓଡ଼ିଶାରେ ୨୪ ଘଂଟାରେ ୨,୯୯୩ ନୂଆ କରୋନା ପଜିଟିଭ କେଶ; ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନରେ ୬୦୬ କେଶ ଭୁବନେଶ୍ୱର: ଅଗଷ୍ଟ ୨୩: ଓଡ଼ିଶାରେ ୨୪ ଘଂଟାରେ ୨ ହଜାର ୯୯୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୧୮୭୯ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୧୧୪ ଟି ଲୋକାଲ କଣ୍ଟାକଟ କେଶ I ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଗଂଜାମ ରୁ ୨୭୧ ଜଣ, କଟକ ରୁ ୧୫୮, ପୁରୀ ରୁ ୧୫୬, ନୟାଗଡ ରୁ ୧୫୩, […]
Read More...
ଓଡ଼ିଶା 

ଓଡ଼ିଶାରେ ୨୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି

ଓଡ଼ିଶାରେ ୨୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ କୁ ବୃଦ୍ଧି ଭୁବନେଶ୍ୱର: ଜୁନ ୨୯: ରାଜ୍ୟରେ ୨୪୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଗଂଜାମରୁ ସର୍ବାଧିକ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଯାଜପୁର ରୁ ୪୦ ଜଣ, ଖୋର୍ଦ୍ଧା ରୁ ୨୮ ଜଣ, ବରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୯ ଜଣ,କେନ୍ଦ୍ରାପଡ଼ା ରୁ ୮ ଜଣ, କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁର ରୁ ୭ ଜଣ ଲେଖାଏଁ, ସୁନ୍ଦରଗଡ ରୁ ୬ ଜଣ, ମୟୁରଭଞ୍ଜ ରୁ […]
Read More...

Advertisement