new coronavirus
ସ୍ୱାସ୍ଥ 

ନୂଆ କରୋନାଭାଇରସ୍‌: ୧୦ ଗୁଣ ସଂକ୍ରାମକ !

ନୂଆ କରୋନାଭାଇରସ୍‌: ୧୦ ଗୁଣ ସଂକ୍ରାମକ ! ଭୁବନେଶ୍ୱର:ଅଗଷ୍ଟ ୧୮: ମାଲୟେସିଆ ରେ କରୋନାର ଏକ ନୂଆ ପ୍ରକାର ଭାଇରସ୍‌ ଦେଖାଯାଇଛି ଯାହା ସାଧାରଣ କରୋନାଭାଇରସ ଠାରୁ ୧୦ ଗୁଣ ଅଧିକ ସଂକ୍ରାମକ । ମାଲୟେସିଆ ର ଇନ୍ସଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇଏମ୍‌ଆର୍‌) ଏହାର ନାଁ ଦେଇଛି ଡି୬୧୪ଜି । ଗୋଟିଏ ରେ କ୍ଲଷ୍ଟର ରେ ଥିବା ୪୫ ଜଣ ସଂକ୍ରମିତ ଙ୍କ ମଧ୍ୟରୁ ୩ ଜଣ ଙ୍କ ଠାରେ ଏହି କରୋନାଭାଇରସ ଦେଖାଯାଇଥିଲା । ଏହା ଜଣେ ଭାରତୀୟ ରେସ୍ତୋରାଁ ମାଲିକଙ୍କ ଠାରୁ […]
Read More...

Advertisement