New corona cases in Odisha
ଓଡ଼ିଶା 

ରାଜ୍ୟରେ ୭୫ ନୂଆ କରୋନା ଆକ୍ରାନ୍ତ; ୨୮୫୬ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା

ରାଜ୍ୟରେ ୭୫ ନୂଆ କରୋନା ଆକ୍ରାନ୍ତ; ୨୮୫୬ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା ଭୁବନେଶ୍ୱର: ଜୁନ ୭: ରାଜ୍ୟରେ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଆଜି ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୮୫୬ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହେଇ ଘରକୁ ଫେରିସାରିଲେଣି I ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ୧୮ ଜଣ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ,ଯାଜପୁର ରେ ୭ ଜଣ ଏବଂ କଟକ ଓ ବଲାଙ୍ଗୀର ଜିଲ୍ଲାରେ ୫ ଜଣ ଲେଖାଏଁ […]
Read More...

Advertisement