new assembly of india
ଦେଶ- ବିଦେଶ 

ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କଲେ ମୋଦି

ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କଲେ ମୋଦି ନୂଆଦିଲ୍ଲୀ: ଜୁଲାଇ ୧୨: ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର ସ୍ଥଳରେ ଅର୍ଥାତ ଛାତ ଉପରେ ଶୋଭା ପାଇବ । ବ୍ରୋଞ୍ଜରେ ର୍ନିମିତ ଏହି ଏହି ପ୍ରତୀକର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬ ଦଶମିକ ୫ ମିଟର । ଏହି ପ୍ରତୀକକୁ […]
Read More...

Advertisement