Netaji Subhas Chandra Bose Jayanti 2022
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଇଣ୍ଡିଆ ଗେଟ୍ରେ ପ୍ରତିଷ୍ଠା ହେବାକୁ ଥିବା ନେତାଜୀଙ୍କ ଷ୍ଟାଚୁ୍ୟ ନିର୍ମାଣରେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ
Published On
By Samaya Live
ଭୁବନେଶ୍ୱର: ଜାନୁଆରୀ ୨୨: ଆସନ୍ତା କାଲି ନେତାଜୀଙ୍କ ଜୟନ୍ତୀ ଅବସରରେ ରାଜଧାନୀ ଦିଲ୍ଲୀରେ ଥିବା ଇଣ୍ଡିଆ ଗେଟ୍ ନିକଟରେ ବୀରା ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥଲେ । ତାଙ୍କର ଏହି ବଡ଼ ଘୋଷଣା ପରେ ପ୍ରତିମୂର୍ତ୍ତି ନିର୍ମାଣକୁ ନେଇ ତତ୍ପରତା ଦେଖାଯାଇଥିଲା । ଖ୍ୟାତିସମ୍ପନ୍ନ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦେ୍ୱðତ୍ୟ ଗଡ଼ନାୟକ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି । […]
ଇଣ୍ଡିଆଗେଟ୍ ନିକଟରେ ସ୍ଥାପନା ହେବ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭବ୍ୟ ପ୍ରତିମୂର୍ତ୍ତି
Published On
By Samaya Live
ଦିଲ୍ଲୀ: ଜାନୁଆରୀ ୨୧: ଆସନ୍ତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବ ବୋଲି ସେ କହିଛନ୍ତି । ଏନେଇ ସେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ଇଣ୍ଡିଆ ଗେଟ୍ରର ଅମର ଯବାନ ଜ୍ୟୋତିକୁ ଜାତୀୟ ସମର ସ୍ମାରକୀରେ ବିଲୟ କରିବା ପରେ ସେଠି ରହିବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି […]
ମୁକ୍ତିଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷ
Published On
By Samaya Live
ଭାରତର ମୁକ୍ତି ସଂଗ୍ରାମରେ ଅନେକ ବୀର ପୁରୁଷଙ୍କର ଆର୍ବିଭାବ ହୋଇଥିଲା । ସେମାନଙ୍କର ତ୍ୟାଗ ବଳିଦାନ ବଳରେ ଦେଶ, ବିଦେଶୀ ଶାସନ କବଳରୁ ମୁକ୍ତ ହେଲା । ଏହି ବୀରମାନଙ୍କ ମଧ୍ୟରେ ଅନେକ ଅଛନ୍ତି ଯାହାଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ ଓ ସାହସକୁ ଅସ୍ୱୀକାର କରିହେବ ନାହିଁ । ସେମାନଙ୍କର ଅଦମ୍ୟ ସାହସ ବଳରେ ପରାକ୍ରମୀ ଇଂରେଜ ସରକାର ମଧ୍ୟ ଭୟଭିତ ହୋଇଥିଲା । ଭାରତରେ ଆଉ ଅଧିକ ଦିନ ଶାସନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ […]

