Neha Kakkar
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ନେହାଙ୍କ ‘କାଣ୍ଟା ଲଗା’ ଗୀତ
Published On
By Samaya Live
ମୁମ୍ବାଇ: ସେପ୍ଟେମ୍ବର ୧୦: ନିକଟରେ ଗାୟିକା ନେହା କMରଙ୍କ ଗୀତ ‘କାଣ୍ଟ ଲଗା’ ମୁକ୍ତିଲାଭ କରିଛି । ଏହି ଗୀତରେ ତାଙ୍କ ସହିତ ୟୋ ୟୋ ହନି ସିଂହ ଏବଂ ନେହାଙ୍କ ଭାଇ ଟୋନୀ କMର ମିଳିତ ଭାବେ ମିଶି ଗୀତ ଗାଇଛନ୍ତି । ଗୀତଟି ମୁକ୍ତିଲାଭ କରିବାର ଏକ ଘଣ୍ଟା ମଧ୍ୟରେ ୫୦ ଲକ୍ଷେରୁ ଅଧିକ ଦର୍ଶକ ଦେଖିସାରିଲେଣି । ଗୀତଟିର ଏତେ ଲୋକପ୍ରିୟତାକୁ ଦେଖି ନିକଟରେ ନେହା ଏହି ଗୀତ ଉପରେ ଏକ ଭିଡିଓ […]
ମୁ୍ଜିକାଲ ଭିଡିଓ ‘ଦିଲ୍ କୋ କରାର୍ ଆୟା’କୁ ଦେଖିଲେ ୧୦୦ ମିଲିଅନ୍ ଦର୍ଶକ
Published On
By Samaya Live
ଦିଲ୍ଲୀ, ଅଗଷ୍ଟ ୧୬: ଗାୟିକା ନେହା କକର ଏବଂ ଗାୟକ ୟସିର ଦେଶାଇଙ୍କ କଣ୍ଠରେ ସଜ୍ଜିତ ‘ଦିଲ୍ କୋ କରାର୍ ଆୟା’ ହିନ୍ଦୀ ମୁ୍ୟଜିକାଲ ଭିଡିଓ ଏବେ ୟୁଟୁ୍ୟବରେ ଚର୍ଚ୍ଚାରେ ରହିଛି । ଦେଶ ଓ ଦେଶ ବାହାର ସଙ୍ଗୀତପ୍ରେମୀ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହାସହିତ ଏକ ବର୍ଷ ମଧ୍ୟରେ ଏହି ଭିଡିଓକୁ ୧୦୦ ମିଲିଅନ୍ ଦର୍ଶକ ଦେଖିଲେଣି । ଏହି ଭିଡିଓର ସଫଳତା ବିଷୟରେ ବ୍ୟାଖ୍ୟା କରି ନେହା କକର କହିଛନ୍ତି, […]

