NEET FOR NURSHING
ଓଡ଼ିଶା 

ନର୍ସିଂ ପଢିବା ପାଇଁ ନିଟ ପାସ କରିବା ଜରୁରୀ

ନର୍ସିଂ ପଢିବା ପାଇଁ ନିଟ ପାସ କରିବା ଜରୁରୀ ଭୁବନେଶ୍ୱର : ନର୍ସିଂ ଶିକ୍ଷାକୁ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଆରମ୍ଭ କରିଛି । ଏଣିକି ନର୍ସିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଟ୍‌ ପରୀକ୍ଷା ଦେବାକୁ ପଡ଼ିବ । ଏହା ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଏହାବାଦ ରାଜ୍ୟରେ ଥିବା ନର୍ସିଂ କଲେଜଗୁଡ଼ିକରେ ଖାଲିପଡିଥିବା ପଦବି ପୂରଣ କରିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କସରତ ଆରମ୍ଭ କରିଛନ୍ତି । ଡାକ୍ତରୀ ପାଠ୍ୟକ୍ରମ ଭଳି ଏଣିକି ବିଏସସି ନର୍ସିଂ ପଢ଼ିବାକୁ […]
Read More...

Advertisement