NDRF staff test positive
ଓଡ଼ିଶା 

ଓଡିଶା ରେ ୧୪୬ ନୂଆ କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଲା

ଓଡିଶା ରେ ୧୪୬ ନୂଆ କରୋନା ପଜିଟିଭ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ ରେ ପହଞ୍ଚିଲା ଭୁବନେଶ୍ୱର: ଜୁନ ୦୯: ଗତ ୨୪ ଘଣ୍ଟା ମଧ୍ୟରେ, ଓଡ଼ିଶାରେ ୧୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ରାଜ୍ୟରେ, ଏ ପର୍ଯ୍ୟନ୍ତ ମୋଟ ୩୧୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୧୯୯୩ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୧୩୬ ଜଣ ଚିକିତ୍ସାଧୀନ ଅଛନ୍ତି I ନୂଆ ଚିହ୍ନଟ ମାନଙ୍କ ମଧ୍ୟରେ, ୬୧ ଜଣ ଏନଡିଆରଏଫ/ ଓଡିଆରଏଫ staff ମଧ୍ୟ ଅଛନ୍ତି I ସୂଚନା ଅନୁସାରେ, ଏମାନେ ଅଃମ୍ପନ ଡିଉଟି […]
Read More...

Advertisement