NDA
ଓଡ଼ିଶା 

ସରିଲା ରାଜ୍ୟସଭା ନିର୍ବାଚନ; ତଥାପି ଆଞ୍ଚଳିକ ଦଳ ଉପରେ ଭରସା କରିବେ ମୋଦି

ସରିଲା ରାଜ୍ୟସଭା ନିର୍ବାଚନ; ତଥାପି ଆଞ୍ଚଳିକ ଦଳ ଉପରେ ଭରସା କରିବେ ମୋଦି ଭୁବନେଶ୍ୱର : ଜୁନ ୨୦:ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ୮ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ । ଏବେ ମୋଟ ୧୦ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି । ନବନିର୍ବାଚିତ ସଦସ୍ୟଙ୍କୁ ମିଶାଇଲେ ଉଚ୍ଚ ସଦନରେ ଏନ୍‌ଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି । ପୂର୍ବରୁ ୯୦ଜଣ ଥିଲେ ମାତ୍ର […]
Read More...

Advertisement