NDA GOVERNMENT
ରାଜନୀତି  ଦେଶ- ବିଦେଶ  ଓଡ଼ିଶା 

ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ

ଦ୍ରୌପଦୀଙ୍କ ଆଜି ଭରାଯିବ ନାମାଙ୍କନ ନୂଆଦିଲ୍ଲୀ: ଜୁନ ୨୪: ଆଜି ନାମାଙ୍କନ ଭରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ଏଥିପାଇଁ ସେମାନେ ଦିଲ୍ଲୀ ଯାଇଛନ୍ତି । ବିଜେଡି ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ରହିଛନ୍ତି । ସେମାନେ ମଧ୍ୟ ଦ୍ରୌପଦୀଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ଦିଲ୍ଲୀରେ ପହଞ୍ଚିବା ପରେ ଦ୍ରୌପଦୀ […]
Read More...
ରାଜନୀତି 

ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଚାଲିଛି କଳ୍ପନା ଜଳ୍ପନା

ଦ୍ରୌପଦୀ ମୁର୍ମୁଙ୍କ ଜିତିବା ନେଇ ଚାଲିଛି କଳ୍ପନା ଜଳ୍ପନା ଭୁବନେଶ୍ୱର: ଜୁନ୍‌ ୨୨: ଓଡିଶାର ଜଣେ ସାଧାରଣ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛି ଏନଡିଏ । ବର୍ତ୍ତମାନ ସୁଦ୍ଧା ସଂଖ୍ୟା ଗଣତି ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କ ପଲା ଭାରି ରହିଛି । ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ମୁର୍ମୁ ଭାରତର ସର୍ବୋଚ୍ଚ ପଦବୀରେ ଆସୀନ ହେବାର ସମ୍ଭାବନା ଅଧିକ ରହିଛି । ଶିକ୍ଷୟିତ୍ରୀରୁ ରାଜନୀତି । ବିଧାୟିକାରୁ ମନ୍ତ୍ରୀ । ମନ୍ତ୍ରୀରୁ ରାଜ୍ୟପାଳ । ଆଉ ଏବେ ରାଜ୍ୟପାଳରୁ […]
Read More...

Advertisement