NDA crosses exit poll predictions
ଦେଶ- ବିଦେଶ 

ବୁଥ୍‌ ବାହୁଡ଼ା ମତକୁ ମଧ୍ୟ ଟପିଗଲା ଏନ୍‌ଡିଏର ସଫଳତା

 ବୁଥ୍‌ ବାହୁଡ଼ା ମତକୁ ମଧ୍ୟ ଟପିଗଲା ଏନ୍‌ଡିଏର ସଫଳତା ପାଟନା:   ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ନେତୃତ୍ୱାଧୀନ ଏନ୍‌ଡିଏ ସମସ୍ତ ଏକଜିଟ୍ ପୋଲ୍ ପୂର୍ବାନୁମାନଠାରୁ ବହୁ ଅଧିକ ଆସନରେ ଜିତିଛି। ଏହା କେବଳ ଏକ୍‌ଜିଟ୍ ପୋଲ୍ ଆକଳନକୁ ଅତିକ୍ରମ କରିନାହିଁ ବରଂ   କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହଙ୍କ ୧୬୦ ଆସନର ଆତ୍ମବିଶ୍ୱାସୀ ପୂର୍ବାନୁମାନକୁ ମଧ୍ୟ ଅତିକ୍ରମ କରିଛି। ୨୪୩ ସଦସ୍ୟ...
Read More...

Advertisement