Nayagarh Odisha
ଓଡ଼ିଶା 

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ  କମିଟି ପ୍ରସ୍ତୁତି ବୈଠକ By Nishikanta Rath ନୟାଗଡ଼, (ସବ୍ୟୁ): May 15:  ଜିଲ୍ଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନ ସାଢ଼େ ସମୟରେ ସ୍ଥାନୀୟ ଡିଆର୍‌ଡିଏ ସଭାଗୃହରେ ଅନୁଷ୍ଠିତ ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଲୋଚନା କରାଯାଇଥିଲା । ଆଗକୁ ବର୍ଷା ଋତୁ ଆସୁଥିବାରୁ ନଦୀ ନାଳ ଓ ବନ୍ଧବାଡ଼ି ମରାମତି ତଥା ରକ୍ଷଣାବେକ୍ଷଣ କ୍ଷେତ୍ରରେ ପଦକ୍ଷେପ ସଂପର୍କରେ ଏଠାରେ ଆଲୋଚନା କରାଯାଇଥିଲା […]
Read More...

Advertisement