Nayagarh News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୨ କୋଟି ୭୦ ଲକ୍ଷର ଆୟବର୍ହିଭୂତ ସମ୍ପତ୍ତି ଠାବ
Published On
By Samaya Live
ଭୁବନେଶ୍ୱର: ନଭେମ୍ବର ୧୯: ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘର ଚଢ଼ାଛ କରିଛି । ଘର ସମେତ ଏକାସମୟରେ ଭିଜିଲାନ୍ସ ଦଳ ଦଳ ହୋଇ ୪ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ଋଷିନାଥଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛନ୍ତି । ଏହାସହିତ ଭିଜିଲାନ୍ସ ଆୟବର୍ହିଭୂତ […]
ସହିଦଙ୍କୁ ସମ୍ମାନ ପାଇଁ ଚୀନ୍ ସାମଗ୍ରୀ ବର୍ଜନ ଡାକରା
Published On
By Samaya Live
ନିଶିକାନ୍ତ ରଥ ନୟାଗଡ଼, (ସବ୍ୟୁ): ଜୁନ ୨୦: ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭାରତ – ଚୀନ୍ ସୀମାରେ ସହିଦ ଯବାନଙ୍କ ପ୍ରତି ସମ୍ମାନ ପ୍ରଦାନ କରାଯାଇଛି । ଦୁଇ ଦେଶ ସୀମା ଗଲୱାନା ଘାଟିରେ ଦେଶପାଇଁ ସହିଦ ୨ ଜଣ ଓଡ଼ିଆ ଜବାନଙ୍କ ସହ ସମସ୍ତ ସହିଦଙ୍କ ପ୍ରତି ଲୋକେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଚୀନ୍ ର ଚାଲବାଜି ଲୋକଙ୍କୁ କ୍ରୋଧିତ କରିଛି । ସଂପ୍ରତି ଭାରତ – ଚୀନ୍ ସୀମାରେ ସହିଦ ଜବାନଙ୍କ […]
ନୟାଗଡ଼ରେ କରୋନା ଚିତ୍ର; ବଢ଼ିଲା ଚିନ୍ତା, ମୋଟ ୭୮ ପଜିଟିଭ୍, ସ୍ୱାସ୍ଥ୍ୟ ସେବୀକା ଆକ୍ରାନ୍ତ
Published On
By Samaya Live
ନୟାଗଡ଼, (ସବ୍ୟୁ): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଭୂତାଣୁ ପାଦୃଭାବ ଦିନକୁ ଦିନ ବଢ଼ି ଚାଲିଛି । ଏବେ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢି ୭୮ ରେ ପହଂଚିଛି I ସେଥିରେ ବିଦେଶ ଓ ବାହାର ରାଜ୍ୟରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିବା ପଜିଟିଭିଙ୍କ ସଂଖ୍ୟା ୭୬ ରହିଛି । ଜଣେ ନର୍ସଙ୍କ ସମେତ ଦୁଇଜଣ ଜନବସତି ଅଞ୍ଚଳରୁ ଆକ୍ରାନ୍ତ ହୋଇଥିବା ଜିଲ୍ଲାପାଳ ଡ. ପୋମା ଟୁଡ଼ୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । […]
ନୟାଗଡ଼ ସଂଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀଙ୍କର ମୃତ୍ୟୁ
Published On
By Samaya Live
Reported by Nishikanta Rath/Edited by Papu Mohanty ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କୋଭିଡ-୧୯ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇ ଥିବାବେଳେ ବିଶେଷ କରି ବାହାର ରାଜ୍ୟ ଫେରନ୍ତାଙ୍କ ଠାରେ କରୋନା ମହାମାରି ଭୂତାଣୁ ଚିହ୍ନଟ ହୋଉଛି । ଇତିମଧ୍ୟରେ ଜିଲ୍ଲାର ୧୦ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ସାରିଛନ୍ତି । ସେତିକି ବେଳେ ବାହାଡ଼ାଝୋଲା ସଙ୍ଗରୋଧ କେନ୍ଦ୍ରର ଜଣେ ଅନ୍ତେବାସୀ ଭଜକୃଷ୍ଣ ବେହେରା (୩୨)ଙ୍କର ମୃତୁ୍ୟକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି […]

