Nayagarh Commerce Result
ଓଡ଼ିଶା 

ଯୁକ୍ତ୨ ବାଣିଜ୍ୟ ଫଳାଫଳ: ପ୍ରଥମ ସ୍ଥାନରେ ନୟାଗଡ଼

ଯୁକ୍ତ୨ ବାଣିଜ୍ୟ ଫଳାଫଳ: ପ୍ରଥମ ସ୍ଥାନରେ ନୟାଗଡ଼ ନୟାଗଡ଼, (ସବ୍ୟୁ): ଅଗଷ୍ଟ ୨୦: ବୁଧବାର ଦିନ ପ୍ରକାଶ ପାଇଥିବା ରାଜ୍ୟ ଯୁକ୍ତ୨ ବାଣିଜ୍ୟ ଫଳାଫଳ ବାଜି ମାରିଛି ନୟାଗଡ଼ ଜିଲ୍ଲା । ପାସ୍ ହାରରେ ରାଜ୍ୟର ପ୍ରଥମ ସ୍ଥାନରେ ରେ ନୟାଗଡ଼ ଜିଲ୍ଲା ରହିଥିବା ବେଳେ ଟପର ତାଲିକାରେ ମଧ୍ୟ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଦ୍ୟାର୍ଥୀ । ରାଜ୍ୟସ୍ତରୀୟ କୃତୀତ୍ୱ ପାଇଁ ଜିଲ୍ଲାର ବାଣିଜ୍ୟ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ମହଲରେ ପ୍ରସଂଶା ମିଳିଛି । ନୟାଗଡ଼ […]
Read More...

Advertisement