Naxal commander Sandeep Yadav
ଦେଶ- ବିଦେଶ 

ରହସ୍ୟମୟ ଭାବେ ମିଳିଲା କୁଖ୍ୟାତ ନକ୍‌ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବଙ୍କ ଶବ : ମୃତୁ୍ୟର କାରଣ ଅସ୍ପଷ୍ଟ

ରହସ୍ୟମୟ ଭାବେ ମିଳିଲା କୁଖ୍ୟାତ ନକ୍‌ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବଙ୍କ ଶବ : ମୃତୁ୍ୟର କାରଣ ଅସ୍ପଷ୍ଟ ଗୟା: ମେ ୨୭: ବୁଧବାର ଦିନ ଲୁଟୁଆ ଥାନା ଅନ୍ତର୍ଗତ ବାବୁରାମହଡ଼ିହ ଅଞ୍ଚଳର ବାଙ୍କେବଜାରରୁ କୁଖ୍ୟାତ ନକ୍ସଲ୍‌ କମାଣ୍ଡର୍‌ ସନ୍ଦୀପ ଯାଦବଙ୍କ ମୃତଦେହ ନିରାପତ୍ତା ବଳ ଅଧିକାରୀମାନେ ଜବତ କରିଥିଲେ । ତେବେ ଗତକାଲି ଅଧିକାରୀମାନେ ସନ୍ଦୀପଙ୍କ ମୃତୁ୍ୟ ଖବର ସୁନିଶ୍ଚିତ କରିଥିଲେ । ରହସ୍ୟମୟ ଭାବେ ସନ୍ଦୀପଙ୍କ ମରଶରୀର ମିଳିଛି । ତାଙ୍କ ମୃତ ଦେହ ଗୟାକୁ କେମିତି ଆସିଲା ଓ ତାଙ୍କୁ କିଏ ହତ୍ୟା କଲା ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି […]
Read More...

Advertisement