naveen teaches about 6-t to the ministers
ରାଜନୀତି 

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ

ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ମନ୍ତ୍ରୀଙ୍କୁ ୬ଟି ର ଜ୍ଞାନ ଦେଲେ ନବୀନ ଭୁବନେଶ୍ୱର: ଜୁନ ୬: ନବୀନ ପଟ୍ଟନାୟକ ସରକାରର ପଞ୍ଚମ ପାଳିରେ ପ୍ରଥମ ଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ରବିବାର ନୂତନ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଏଥିସହ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି । ଏହା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସବୁ ନୂଆ ମନ୍ତ୍ରୀ । ଆଉ ମନ୍ତ୍ରୀମାନଙ୍କୁ ୬ଟି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ ଟି ସହ ଆଉ ଏକ ଟି ଉପରେ ଗୁରୁି ଦେବାକୁ ମୁଖ୍ୟମନ୍ତ୍ରୀ […]
Read More...

Advertisement