naveen pattnaik declared 2 crore people have vaccinated
ସ୍ୱାସ୍ଥ  ଓଡ଼ିଶା 

ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌

ଓଡିଶାରେ ୨ କୋଟିରୁ ଅଧିକ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌ ଭୁବନେଶ୍ୱର: ଡିସେମ୍ବର ୨୯: ଟିକ।କରଣ କ୍ଷେତ୍ରରେ ଓଡ଼ିଶ। ନୂଆ ମ।ଇଲଷ୍ଟୋନ ହାସଲ କରିଛି। ଓମିକ୍ରନ ଭ।ରିଆଣ୍ଟ ଦ୍ରୁତ ଗତିରେ ବ୍ୟ।ପୁଥିବ। ବେଳେ ର।ଜ୍ୟ ସରକ।ର ଟିକ।କରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କିଭଳି ପ୍ରତ୍ୟେକ ଲୋକକୁ ଟିକ। ଦିଆଯିବ ସେଥିପ।ଇଁ ତୃଣମୂଳସ୍ତରରେ ପ୍ରଶ।ସନ ଉଦ୍ୟମ ଜ।ରି ରଖିଛି । ଆଉ ଏସବୁ ଭିତରେ ର।ଜ୍ୟରେ ୨ କୋଟିରୁ ଅଧିକ ଲୋକ କରୋନ। ଟିକ।ର ୨ୟ ଡୋଜ ନେଇଥିବ। ନେଇ ସୂଚନ। ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । […]
Read More...

Advertisement