Nationwide Vaccination Drive
ଦେଶ- ବିଦେଶ 

ଦ୍ରୁତଗତିରେ କମୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୫୦, ୪୦୭ ସଂକ୍ରମିତ ଏବଂ ୧ଲକ୍ଷ ୩୬ ହଜାରରୁ ଅଧିକ ସୁସ୍ଥ

ଦ୍ରୁତଗତିରେ କମୁଛି ଦେଶରେ କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୫୦, ୪୦୭ ସଂକ୍ରମିତ ଏବଂ ୧ଲକ୍ଷ ୩୬ ହଜାରରୁ ଅଧିକ ସୁସ୍ଥ ଦିଲ୍ଲୀ: ଫେବୃଆରୀ ୧୨ : କିଛି ଦିନ ହେବ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ କମିବାରେ ଲାଗୁଛି । ଯାହା ଏକ ଆଶ୍ୱସ୍ତିକର କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୪୦୭ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୬ ହଜାର ୯୬୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭. ୩୭ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ […]
Read More...

Advertisement