National Start-up Day
ବାଣିଜ୍ୟ  ଦେଶ- ବିଦେଶ 

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି ଦିଲ୍ଲୀ: ଜାନୁଆରୀ ୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ଦେଶରେ ଜାନୁଆରୀ ୧୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଜାତୀୟ ଷ୍ଟାର୍ଟ ଅପ୍‌ ଡେ(ନୂତନ ଉଦ୍ୟୋଗ ଦିବସ) ପାଳନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ମୋଦି ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ସମୟରେ ଏହି ଘୋଷଣା କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ମୁଁ ଦେଶର ସେହି ସମସ୍ତ ଷ୍ଟାର୍ଟଅପ୍‌, ଷ୍ଟାର୍ଟଅପ୍‌ ଦୁନିଆରେ ଭାରତର ପତାକା ଉତ୍ତୋଳନ କରୁଥିବା ସମସ୍ତ ଅଭିନବ ଯୁବକଙ୍କୁ […]
Read More...

Advertisement